କଂଗ୍ରେସକୁ ନଷ୍ଟ କରିବାକୁ ଭାଇ-ଭଉଣୀ ଯଥେଷ୍ଟ: ଯୋଗୀ

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ୭୦ଟି ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଫେବୃଆରୀ ୧୪ରେ ଭୋଟଗ୍ରହଣ ହେବ। ମାର୍ଚ୍ଚ ୧୦ରେ ଭୋଟଗଣତି ପରେ କେଉଁ ଦଳ ପରବର୍ତ୍ତୀ ସରକାର ଗଠନ କରିବେ ତାହା ସ୍ଥିର ହେବ। ତେବେ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡରେ ପହଞ୍ଚି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ଯୋଗୀ … Continue reading କଂଗ୍ରେସକୁ ନଷ୍ଟ କରିବାକୁ ଭାଇ-ଭଉଣୀ ଯଥେଷ୍ଟ: ଯୋଗୀ